1 Biological Diversity Act, 2002 ଜୈବ ବିବିଧତା ଅଧିନିୟମ ୨୦୦୨
2 Birth and Death Registration Act 1969 ଜନ୍ମ ଓ ମୁତ୍ୟୁ ରେଜେଷ୍ଟ୍ରିକରଣ ଅଧିନିୟମ ୧୯୬୯
3 Birth, Death and Marriage Registration Act, 1886 ଜନ୍ମ, ମୁତ୍ୟୁ ଓ ବିବାହ ରେଜେଷ୍ଟ୍ରିକରଣ ଅଧିନିୟମ ୧୮୮୬
4 Black Money (Undisclosed Foreign Income and Assets) and Imposition of Tax Act, 2015 କଳା ଧନ (ଅଜଣା ବିଦେଶୀ ଆୟ ଏବଂ ସମ୍ବଳ) ଏବଂ କର ଧାର୍ଯ୍ୟକରଣ ଅଧିନିୟମ ୨୦୧୫
5 Commissions for Protection of Child Rights Act, 2005 ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ, ୨୦୦୫
6 Consumer Protection Act, 1986 ଖାଉଟି ସୁରକ୍ଷା ଅଧିନିୟମ ୧୯୮୬
7 Convert Marriage Dissolution Act, 1866 ଧର୍ମାନ୍ତରିତ ବ୍ୟକ୍ତିଙ୍କ ବିବାହ ବିଘଟନଅଧିନିୟମ ୧୮୬୬
8 Dissolution of Muslim Marriage Act, 1939 ମୁସଲମାନ ବିବାହ ବିଘଟନ ଅଧିନିୟମ ୧୯୩୯
9 Dowry Prohibition Act , 1961. ଯୌତୁକ ନିରୋଧ ଅଧିନିୟମ ୧୯୬୧
10 Employers Liability Act, 1938 ନିୟୋକ୍ତାମାନଙ୍କର ଦାୟିତ୍ୱ ଅଧିନିୟମ ୧୯୩୮
11 Employment Exchange (Compulsory Notification of Vacancies) Act, 1959 ନିୟୋଜନାଳୟ (ଶୂନ୍ୟସ୍ଥାନର ଅନିବାର୍ଯ୍ୟ ଅଧିସୂଚନା) ଅଧିନିୟମ ୧୯୫୯
12 Essential Commodities Act, 1955 ଅତ୍ୟାବଶ୍ୟକ ଦ୍ରବ୍ୟ ଅଧିନିୟମ ୧୯୫୫
13 Family Court Act 1984 ପରିବାର ନ୍ୟାୟାଳୟ ଅଧିନିୟମ ୧୯୮୪
14 Guardian and Wards Act, 1890 ଅଭିଭାବକ ଓ ପ୍ରତିପାଳୟ ଅଧିନିୟମ ୧୮୯୦
15 Hindu Adoption and Maintenance Act, 1956 ହିନ୍ଦୁ ଦତ୍ତକ ଗ୍ରହଣ ଓ ଭରଣପୋଷଣ ଅଧିନିୟମ ୧୮୫୬
16 Hindu Marriage Act, 1955 ହିନ୍ଦୁ ବିବାହ ଅଧିନିୟମ ୧୯୫୫
17 Hindu Marriages (Validation of Proceedings) Act, 1960 ହିନ୍ଦୁ ବିବାହ (କାର୍ଯ୍ୟାନୁଷ୍ଠାନର ବୈଦ୍ଧିକରଣ) ଅଧିନିୟମ ୧୯୬୦
18 Hindu Minority and Guardianship Act, 1956 ନାବାଳକତା ଓ ଅଭିଭାବକ ଅଧିନିୟମ ୧୯୫୬
19 Hindu Succession Act, 1956 ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬
20 Indian Boilers Act, 1923 ଭାରତୀୟ ବୟଲର ଅଧିନିୟମ ୧୯୨୩
21 Indian Easement Act, 1882 ଭାରତୀୟ ସୁଖଚାର ଅଧିନିୟମ ୧୮୮୨
22 Indian Evidences Act, 1872 ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨
23 Indian Fisheries Act, 1897 ଭାରତୀୟ ମାଛୁଦିୟା ଅଧିନିୟମ ୧୮୯୭
24 Indian Law Reports Act, 1875 ଭାରତୀୟ ବିଧି ରିପୋର୍ଟ ଅଧିନିୟମ ୧୮୭୫
25 Indian Partnership Act, 1932 ଭାରତୀୟ ଭାଗୀଧାରୀ ଅଧିନିୟମ ୧୯୩୨
26 Industrial Disputes (Banking Companies) Decision Act, 1955 ଶିଳ୍ପ ବିବାଦ (ବ୍ୟାଙ୍କକାରି କମ୍ପାନୀ) ବୀନିଶ୍ଚୟ ଅଧିନିୟମ ୧୯୫୫
27 Industrial Disputes Act, 1947 ଶିଳ୍ପ ବିବାଦ ଅଧିନିୟମ ୧୯୪୭
28 Judicial Officers Protection Act, 1850 ନ୍ୟାୟିକ ଅଧିକାରୀଙ୍କ ସଂରକ୍ଷଣ ଅଧିନିୟମ ୧୮୫୦
29 Juvenile Justice (Care and Protection) Act, 2015 କିଶୋର ନ୍ୟାୟ (ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ ୨୦୧୫
30 Legal Services Authorities Act, 1987. ଆଇନସେବା କର୍ତ୍ତୃପକ୍ଷ ଅଧିନିୟମ ୧୯୮୭
31 Limitation Act, 1963. ପରିସୀମା ଅଧିନିୟମ ୧୯୬୩
32 Local Authorities Pension and Gratuities Act, 1919. ସ୍ଥାନୀୟ ପ୍ରାଧିକରଣ ପେନଶନ ଆଣ୍ଡ ଗ୍ରାଚୁଇଟି ଅଧିନିୟମ ୧୯୧୯
33 Mahatma Gandhi National Rural Employment Guarantee Act, 2005. ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଅଧିନିୟମ ୨୦୦୫
34 Maintenance and Welfare of Parents and Senior Citizens Act, 2007. ପିତାମାତା ଓ ବରିଷ୍ଠ ନାଗରିକମାନଙ୍କର ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ୨୦୦୭
35 Maternity Benefit Act, 1961. ପ୍ରସୂତି ପ୍ରସୁବିଧା ଅଧିନିୟମ ୧୯୬୧
36 Miscellaneous Personal Laws (Extension) Act, 1959. ବିବିଧ ସ୍ୱୀୟ ବିଧି (ବିସ୍ତାର) ଅଧିନିୟମ ୧୯୫୯
37 Narcotic Drugs and Psychotropic Substances Act, 1985. ନିଶ୍ଚେତକ ଔଷଧ ଓ ମାନସିକ ପ୍ରତିକ୍ରିୟା ଉପାଦାନ ଅଧିନିୟମ ୧୯୮୫
38 National Food Security Act, 2013 ଖାଦ୍ୟ ଅଧିକାର ଅଧିନିୟମ ୨୦୧୩
39 Oaths Act, 1969. ଶପଥ ଅଧିନିୟମ ୧୯୬୯
40 Payment of Wages Act, 1936. ମଜୁରୀ ପ୍ରଦାନ ଅଧିନିୟମ ୧୯୩୬
41 Police (Incitement to Disaffection) Act, 1922. ପୋଲିସ (ବିଭେଦ ସୃଷ୍ଟି ନିରାକରଣ) ଅଧିନିୟମ ୧୯୨୨
42 Police Act, 1861. ଆରକ୍ଷୀ ଅଧିନିୟମ ୧୮୬୧
43 Police Forces (Restriction of Rights) Act, 1966. ପୋଲିସ ବାହିନୀ (ଅଧିକାର ନିୟନ୍ତ୍ରଣ) ଅଧିନିୟମ ୧୯୬୬
44 Prohibition of Child Marriage Act, 2006. ବାଲ୍ୟ ବିବାହ ନିଷେଧ ଅଧିନିୟମ ୨୦୦୬
45 Protection of Children from Sexual Offences Act, 2012. ଯୌନଗତ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଅଧିନିୟମ ୨୦୧୨
46 Protection of Civil Rights Act, 1955 ନାଗରିକ ଅଧିକାର ସଂରକ୍ଷଣ ଅଧିନିୟମ ୧୯୫୫
47 Protection of Human Rights Act, 1993 ମାନବିକ ଅଧିକାର ସୁରକ୍ଷା ଅଧିନିୟମ ୧୯୯୩
48 Protection of Women from Domestic Violence Act, 2005 ପାରିବାରିକ ହିଂସାରୁ ମହିଳାଙ୍କ ସୁରକ୍ଷା ଅଧିନିୟମ ୨୦୦୫
49 Provisions of Panchayats (Extension to Scheduled Areas) Act, 1966. ପଂଚାୟତ ସଂକ୍ରାନ୍ତୀୟ ବ୍ୟବସ୍ଥାବଳି (ଅନୁସୂଚିତ କ୍ଷେତ୍ରକୁ ସମ୍ପ୍ରସାରଣ) ଅଧିନିୟମ ୧୯୯୬
50 Representation of Peoples Act, 1950 ଲୋକ ପ୍ରତିନିଧି ଅଧିନିୟମ ୧୯୫୦
51 Right of Children to Free and Compulsory Education Act, 2009 ଶିଶୁର ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ୨୦୦୯
52 Right of Persons with Disability Act, 2016 ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅଧିକାର ଅଧିନିୟମ ୨୦୧୬
53 Right to Information Act, 2005. ସୂଚନା ଅଧିକାର ଅଧିନିୟମ ୨୦୦୫
54 SC & ST (Preventation of Atrocities ) Act, 1989 ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିଯ୍ୟାତନା ନିବାରଣ) ଅଧିନିୟମ ୧୯୮୯
55 Scheduled Tribes and Other Traditional Forest Dwellers (Recognition of Forest Right) Act, 2006 ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜନଜାତି (ଜଙ୍ଗଲ ଅଧିକାର ସ୍ୱୀକୃତି) ଅଧିନିୟମ ୨୦୦୬
56 Sexual Harashment of Women at Workplace, Act, 2013 କାର୍ଯ୍ୟସ୍ଥଳୀରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡ଼କ (ନିବାରଣ, ନିଷେଧ ଓ ପ୍ରତିକାର) ଅଧିନିୟମ ୨୦୧୩
57 Society Registration Act, 1860 ସମିତି ପଞ୍ଜିକରଣ ଅଧିନିୟମ ୧୮୬୦
58 Special Marriage Act, 1954 ସ୍ୱତନ୍ତ୍ର ବିବାହ ଅଧିନିୟମ ୧୮୫୪
59 State Armed Police Forces (Extention of Laws) Act 1952 ରାଜ୍ୟ ସଶସ୍ତ୍ର ପୋଲିସ ଫୋର୍ସ (ଆଇନର ବ୍ୟାପ୍ତି କରଣ) ଅଧିନିୟମ ୧୯୫୨
60 Suits Validation Act 1887 ମକଦ୍ଦମା ମୂଲ୍ୟାଙ୍କନ ଅଧିନିୟମ ୧୮୮୭
61 Two Member Constituencies (Abolition) Act, 1961. ଦ୍ୱି-ସଦସ୍ୟ ନିର୍ବାଚନମଣ୍ଡଳୀ (ଉଛେଦ) ଅଧିନିୟମ ୧୯୬୧
62 Unclaimed Deposit Act 1866 ନା ଦାବିକୃତ ଜମା ଅଧିନିୟମ ୧୮୬୬
63 United Nations (Privileges and Immunities) Act, 1947. ଜାତିସଂଘ (ବିଶେଷାଧିକାର ଓ ଊଂନ୍ମୁକ୍ତି) ଅଧିନିୟମ ୧୯୪୭
64 Wild Life (Protection) Act, 1972. ବନ୍ୟ ଜୀବନ (ସୁରକ୍ଷା) ଅଧିନିୟମ ୧୯୭୨

Advertisement